thumbnail

କଂଗ୍ରେସରେ କନ୍ଦଳ, କିଏ ଆଣିଲା ବାଉନ୍ସର

By

Published : Jan 18, 2020, 10:46 PM IST

ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ବାଉନ୍ସର ମୁତୟନକୁ ନେଇ ଜୋର ଧରିଛି ଦଳ ଭିତରେ କନ୍ଦଳ। ସିଧାସଳଖ ଅନେକ ବରିଷ୍ଠ ନେତା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ଇତିହାସରେ ଏପରି ଘଟଣା କେବେ ଘଟିନଥିଲା ବୋଲି ଆରୋପ ଲଗାଇଛନ୍ତି ଦଳୀୟ ନେତା।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.