thumbnail

By

Published : Dec 20, 2021, 10:33 PM IST

Updated : Dec 20, 2021, 10:49 PM IST

ETV Bharat / Videos

Berhampur Couple Saga: ତପସ୍ଵିନୀଙ୍କ ସପକ୍ଷରେ ଆସିଲା ରାୟ, ଏହା କହିଲେ ଦୁଇ ପକ୍ଷର ଓକିଲ

ବ୍ରହ୍ମପୁର: ତପସ୍ବିନୀ ଦାଶର ମୁଖ୍ୟ ପିଟିସନ ଉପରେ ରାୟ ଦେଇଛନ୍ତି ବ୍ରହ୍ମପୁର SDJM କୋର୍ଟ । ସୁମିତ ତପସ୍ବିନୀଙ୍କ ଦାୟିତ୍ବ ନେବା ସହ ତାଙ୍କୁ ଏକ ଭଡ଼ା ଘରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ସୁମିତ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସି ନାହାଁନ୍ତି । ସେପଟେ ତପସ୍ବିନୀ ତାଙ୍କ ଶ୍ବଶୁର ଘରେ ରହିବାକୁ ଅନୁମତି ମାଗିଥିଲେ । ଏହି ମଧ୍ୟବର୍ତ୍ତୀ ପିଟିସନ ଖାରଜ କରିଥିଲେ SDJM କୋର୍ଟ  । ଏହାକୁ ନେଇ ତପସ୍ବିନୀଙ୍କ ଓକିଲ ଓ ସୁମିତଙ୍କ ଓକିଲଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ।
Last Updated : Dec 20, 2021, 10:49 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.