ଗ୍ୟାସ ଦର ବୃଦ୍ଧି ପ୍ରତିବାଦ, ରାଜରାସ୍ତାକୁ ଓହ୍ଲାଇଲା BJD

By

Published : Nov 22, 2021, 2:28 PM IST

thumbnail

କଟକ: କଲବଲ କଲାଣି ଗ୍ୟାସ ଦର। ଅହେତୁକ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜୁ ଜନତାଦଳ । ହଜାର ହଜାର ବିଜେଡି କର୍ମୀ ଏହାର ପ୍ରତିବାଦରେ ଆନ୍ଦୋଳନ କରି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିଜେଡି । ଦର ନିୟନ୍ତ୍ରଣ ନହେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଦଳ କହିଛି । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.