ବିଶ୍ବ 2.O: ଭୂସ୍ଖଳନ ବେଳେ କରିବ ଉଦ୍ଧାର - ଭୂସ୍ଖଳନରେ ଲୋକଙ୍କୁ ଉଦ୍ଧାର କରିବ ଗାଡି
🎬 Watch Now: Feature Video

ଭୁବନେଶ୍ବର କଲେଜ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ମେକାନିକାଲ ପାଢପଢୁଥିବା ଛାତ୍ରଛାତ୍ରୀ ପ୍ରସ୍ତୁତ କରିଛନ୍ତି ଏକ ସ୍ବତନ୍ତ୍ର ଗାଡି । ଯାହା ଚାଷ ଠୁ ଆରମ୍ଭ କରି ଭୂସ୍ଖଳନରେ କରିବ ଲୋକଙ୍କୁ ଉଦ୍ଧାର । ଦେଖନ୍ତୁ ସମ୍ପୂର୍ଣ୍ଣ ଖବର...