କୋମାରେ ଚିନି କଳ, ଭୋକ ଉପାସରେ 149 ଶ୍ରମିକ ପରିବାର

By

Published : Mar 3, 2020, 8:55 PM IST

thumbnail
ବରଗଡ: କାରଖାନା ଅଛି, ଯନ୍ତ୍ରାଂଶ ଅଛି ହେଲେ ସବୁ ଅଚଳାବସ୍ଥାରେ । ଚାଷୀ ଠାରୁ କର୍ମଚାରୀ ସମସ୍ତେ ହାତ ବାନ୍ଧି ବସିଛନ୍ତି । ବିପଦରେ ପେଟପାଟଣା । ଦୁଇ ଓଳି ଚୁଲି ଚଳିବା କଷ୍ଟକର ହୋଇପଡୁଥିବାବେଳେ ପିଲାଙ୍କ ଭବିଷ୍ୟତ ବି ଅନ୍ଧାରରେ । ଏଭଳି ଦୟନୀୟ ସ୍ଥିତିରେ ଦହଗଞ୍ଜ ବରଗଡର ଚିନି କଳ ଓ ଏହା ସହ ଜଡିତ ଜନ ଜୀବନ । ଯେଉଁ ଚିନି କଳ ଦିନେ ସାରା ଜିଲ୍ଲାବାସୀଙ୍କ ପେଟ ପୋଷୁଥିଲା, ତାହା ଆଜି କୋମାରେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.