thumbnail

ଅକ୍ସିଜେନ ପ୍ରେରଣ ସମୟରେ ବାଜିଲା 'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତ

By

Published : Apr 27, 2021, 3:59 PM IST

ଏ ଘଡି ସନ୍ଧି ମୂହୁର୍ତ୍ତରେ ଦେଶର ବିଭିନ୍ନ ରାଜ୍ୟକୁ ଜୀବନ ପ୍ରଦାନକାରୀ ଅମ୍ଳଜାନ ପଠାଇଛି ଓଡିଶା । ଟ୍ୟାଙ୍କରରେ ଅକ୍ସିଜେନ ଭର୍ତ୍ତିକରି ଓଡିଶା ପୋଲିସ ଅନ୍ୟ ରାଜ୍ୟକୁ ପଠାଉ ଥିବାବେଳେ ଶୁଣିବାକୁ ମିଳିଛି 'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.