ETV Bharat / opinion

ଇସ୍ରାଏଲ ଆକ୍ରମଣ ଜବାବ ଦେଲା ଇରାନ: ବଢିପାରେ ଆଞ୍ଚଳିକ ବିବାଦ, କିନ୍ତୁ.. - Iran Response To Israel

ଇସ୍ରାଏଲ ଆକ୍ରମଣର ଜବାବ ଦେଉଛି ଇରାନ । ଏହା ଆମେ ତୃତୀୟ ବିଶ୍ବଯୁଦ୍ଧ ଆଡକୁ ଅଗ୍ରସର ହେଉଛେ କି ? ପଢନ୍ତୁ ସଞ୍ଜୟ କପୁରଙ୍କ ଆଲେଖ୍ୟ ।

author img

By Sanjay Kapoor

Published : 1 hours ago

ଇସ୍ରାଏଲ ଆକ୍ରମଣ ଜବାବ ଦେଲା ଇରାନ
ଇସ୍ରାଏଲ ଆକ୍ରମଣ ଜବାବ ଦେଲା ଇରାନ (AP)

ହାଇଦ୍ରାବାଦ: ଆକ୍ରମଣ ପ୍ରତିଆକ୍ରମଣ । ଅସ୍ଥିର ଓ ଅନିଶ୍ଚିତତା ମଧ୍ୟରେ ଯୁଦ୍ଧ । ପରବର୍ତ୍ତୀ ସମୟରେ କଣ ହେବ । ଏହାର ପୂବାନୁମାନ କରିପାରିବେ କି । ଭବିଷ୍ୟତ ଆକଳନ କରିବା ନେଇ ଯେଉଁ ସବୁ ସାଧନ ଥିଲା ତାହା ଏବେ ପୁରୁଣା । ଏବେ କୃତ୍ରିମ ବୁଦ୍ଧିମତା (Artificial intelligence)କୁ ବ୍ୟବହାର କରି ପରିଣାମକୁ ହେରଫେର କରିବାକୁ ବ୍ୟବହାର କରାଯାଇଥିଲା । ହମାସ ନେତା ହାନିୟେଙ୍କୁ ହତ୍ୟା ପରେ ଇରାନ କଣ ଏହାର କଡା ଜବାବ ଦେବ । ଏହାକୁ ନେଇ ସମୀକ୍ଷକ ଏଭଳି କିଛି ପ୍ରଶ୍ନର ଉତ୍ତର ଦେବାରେ ଭୁଲ ସାବ୍ୟସ୍ତ ହୋଇଥିଲେ । ଏହାକୁ ନେଇ ପ୍ରଶ୍ନ ଉଠୁଥିଲା ଇରାନ କିପରି ଜବାବ ଦେବ । କାରଣ ଇରାନ ଏପରି ଏକ ଦେଶ ଯିଏକି ଆମେରିକାର ପ୍ରତିବନ୍ଧ ଦ୍ବାରା ଘେରାଉ ହୋଇରହିଛି । ଏବେ ମୋ ପାଇଁ ଏବଂ ସାରା ବିଶ୍ବ ପାଇଁ ଗୋଟିଏ ପ୍ରଶ୍ନ କଣ ଇରାନ ଆମେରିକା-ଇସ୍ରାଏଲ ଆକ୍ରମଣରେ ଧ୍ବସଂ ପାଇଯିବ କି ? କଣ ଆମେ ପୁଣି ଏକ ରକ୍ତାକ୍ତ 3 ବିଶ୍ବଯୁଦ୍ଧ ଆଡକୁ ଅଗ୍ରସର ହେଉଛେ କି ।

ଇସ୍ରାଏଲ ଆକ୍ରମଣ ଜବାବ ଦେଲା ଇରାନ
ଇସ୍ରାଏଲ ଆକ୍ରମଣ ଜବାବ ଦେଲା ଇରାନ (AP)

ମୂଳ ପ୍ରଶ୍ନକୁ ଫେରିବା, ଇରାନର ଜବାବ ଏକ ଜଟିଳ ଓ ସାମରିକ ଶକ୍ତିରୁ ସମ୍ପୂର୍ଣ୍ଣ ରୂପାନ୍ତରିତ ହୋଇଛି ଯାହା ଇସ୍ରାଏଲ ଓ ଆମେରିକା ଉପରେ ପ୍ରଭାବଶାଳୀ ହୋଇନପାରେ । ହିଜବୁଲ୍ଲାର ନେତା ହସନ ନସରହଲ୍ଲାଙ୍କ ହତ୍ୟା ଓ ଲେବନାନ ଉପରେ ଏୟାର ଷ୍ଟ୍ରାଇକ ଇରାନ ପାଇଁ ଏକ ୟୁ ଟର୍ଣ୍ଣ ଥିଲା । ଇସ୍ରାଏଲ ଆମେରିକାର ଖୋଲା ସମର୍ଥନରେ ହିଜବୁଲ୍ଲା ନେତାକୁ ଦିଆଯାଉଥିବା ସୁରକ୍ଷା ପ୍ରାଚୀରକୁ ଭାଙ୍ଗିଦେଲା । AIର ସଂଚାଳିତ ସଫ୍ଟୱାର ବ୍ୟବହାର କରି ଉପସ୍ଥିତି ଉପରେ ଧ୍ୟାନ କେନ୍ଦ୍ରିତ କଲା । ନସରହଲ୍ଲାର ବିଶ୍ବସ୍ତ ମାନଙ୍କ ଠିକଣା ମାଧ୍ୟମରେ ଜିୟୋଲୋକେସନ ଜରିଆରେ ଜାଣିବାକୁ ପାଇଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନସରହଲ୍ଲାକୁ ତାରି ଠିକଣାରେ ବଙ୍କର ବୁଷ୍ଟର ବମରେ ଜରିଆରେ ଉଡାଇ ଦିଆଗଲା । ଯାହା ମାଟିଠୁ 60 ଫୁଟ ତଳେ ଥିଲା ।

ଇସ୍ରାଏଲ ଆକ୍ରମଣ ଜବାବ ଦେଲା ଇରାନ
ଇସ୍ରାଏଲ ଆକ୍ରମଣ ଜବାବ ଦେଲା ଇରାନ (AP)

ରିପୋର୍ଟ ଅନୁସାରେ, ନସରହଲ୍ଲା ରହୁଥିବା ଠିକଣା ଅତ୍ୟନ୍ତ ସୁରକ୍ଷିତ ଥିଲା । କିନ୍ତୁ ତାର ସମ୍ପୂର୍ଣ୍ଣ ଠିକଣାକୁ ଧ୍ବସ୍ତବିଧ୍ବସ୍ତ କରିଦେଇଛି ଇସ୍ରାଏଲ । ବମରେ ଉଡାଇବା ପୂର୍ବରୁ ସେହି କ୍ବାଟରୁ ଅମ୍ଳଜାନକୁ ମଧ୍ୟ ଶେଷ ବା ଖାଲି କରିଦିଆଯାଇଥିଲା । କିଛି ଦିନ ତଳେ ଇସ୍ରାଏଲ ଆରବ ଦେଶ ଗୁଡିକୁ ସ୍ପଷ୍ଟ ବାର୍ତ୍ତା ଦେଇଥିଲା କି, ଇରାନ ଓ ଅନ୍ୟ ଦେଶ ଗୁଡିକୁ ଦୁର୍ବଳ କରି ମଧ୍ୟ ପ୍ରାଚ୍ୟର ନକ୍ସାକୁ ପୁଣି ବ୍ୟବସ୍ଥିତ କରିବାକୁ ପ୍ରସ୍ତୁତ ।

ଏପରିକି ହସିକି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଇରାନବାସୀଙ୍କୁ ଏହି ପ୍ରାଚୀନ ଭୂମି ଉପରେ ଶାସନ କରୁଥିବା ଶିୟା ମୌଲବୀଙ୍କୁ ସେଠାରୁ ବାହାର କରିଦେବାକୁ ଆହ୍ବାନ ଦେଇଥିଲେ । ଏହାପରେ ଇରାନର ରାଜଧାନୀ ତେହରାନରେ ରାଷ୍ଟ୍ରପତି ମସୁଦ ପେଜେଶକିୟନଙ୍କ ନିରବତାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏପରିକି ନସରହଲ୍ଲା ଓ ଅନ୍ୟ କିଛି ନେତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଆଲୋଚନା ମଧ୍ୟ କରାଯାଇଥିଲା । ତେବେ ଇରାନବାସୀ ଶୀଘ୍ର କିଛି କରନ୍ତିନାହିଁ । ନିଜ ପ୍ରତି ହୋଇଥିବା ଅପମାନକୁ ଭୁଲନ୍ତି ନାହିଁ । ନିଜ ଶତ୍ରୁଙ୍କୁ ଜବାବ ଦେବା ପାଇଁ ସମୟ ନିଅନ୍ତି । ସମ୍ଭବତଃ ହୋଇପାରେ ଏଥିପାଇଁ ଇସ୍ରାଏଲ ଉପରେ କଡା ଜବାବ ଦେବାରେ ବିଳମ୍ବ କରୁଛି ଇରାନ । କାରଣ ଇରାନ ଜାଣିଛି ଇସ୍ରାଏଲ ପ୍ରତି ଆମେରିକାର ସମର୍ଥନ ଅଛି । ଯାହା ତାଙ୍କୁ ମହଙ୍ଗା ପଡିପାରେ ।

ଇସ୍ରାଏଲ ଆକ୍ରମଣ ଜବାବ ଦେଲା ଇରାନ
ଇସ୍ରାଏଲ ଆକ୍ରମଣ ଜବାବ ଦେଲା ଇରାନ (AP)

ତେବେ ଦେଶ ଭିତରେ ଅଶାନ୍ତି ବଢିବା ଚିନ୍ତାକୁ ନେଇ ଇସ୍ରାଏଲ ଉପରେ ମିସାଇଲ ଆକ୍ରମଣ କରିଥିଲା ଇରାନ । ଏପରିକି ଇରାନ ଦାବି କରିଥିଲା କି, ଇସ୍ରାଏଲ ଉପରେ 180 ମିସାଇଲ ଆଟାର୍କ କରିଥିଲା । ଯେଉଁଥିରେ ହାଇସ୍ପିଚ ହାଇପରସୋନିକ ମିସାଇଲ ମଧ୍ୟ ସାମିଲ ଥିଲା । ଯେଉଁଥିରୁ ଅନେକ ମିସାଇଲ ଲକ୍ଷ୍ୟଭେଦ କରିଥିଲା । ବିଚିତ୍ର କଥା ଏହା କି, ଏହି ଆକ୍ରମଣରେ କେବଳ ପାଲେଷ୍ଟାଇନର ଜଣେ ନାଗରିକର ମୃତ୍ୟୁ ହୋଇଥିଲା କିନ୍ତୁ ଇସ୍ରାଏଲର କେହି ମୃତାହତ ହୋଇନଥିଲେ ।

ରିପୋର୍ଟ ଅନୁସାରେ, ଯେଉଁ ଏୟାରପୋର୍ଟରୁ F-35 ବିମାନ ଉଡାଣ ଭରିଥିଲା ତାହା କ୍ଷତିଗ୍ରସ୍ତ ହୋଇଥିଲା । ଏହି ମିସାଇଲ ଆଟାର୍କ କରି ଇରାନ ଏହା ସ୍ପଷ୍ଟ କରିଦେଲା କି, ଶତ୍ରୁକୁ ଭୟଭୀତ କରାଇବା ପାଇଁ ତାଙ୍କ ପାଖରେ ଉଚ୍ଚକ୍ଷମତା ସମ୍ପନ୍ନ ବିସ୍ଫୋଟକ ଅସ୍ତ୍ରଶସ୍ତ୍ର ନାହିଁ । ଏଥିରୁ ସ୍ପଷ୍ଟ ଯେ, ଇସ୍ରାଏଲର ଶକ୍ତିକୁ ଇରାନ ସମ୍ମାନ ନକରେ ଆଗକୁ ଇସ୍ରାଏଲ ସହ ଶତ୍ରୁତା ଇରାନକୁ ମହଙ୍ଗା ପଡିପାରେ ।

ଇସ୍ରାଏଲ ଆକ୍ରମଣ ଜବାବ ଦେଲା ଇରାନ
ଇସ୍ରାଏଲ ଆକ୍ରମଣ ଜବାବ ଦେଲା ଇରାନ (AP)

କଣ କରିବ ଇସ୍ରାଏଲ ?

ହସନ ନସରହଲ୍ଲାକୁ ହତ୍ୟା ପରେ ଇରାନ ମଧ୍ୟ କଡା ଜବାବ ଦେଇଥିଲା । ଯାହାକୁ ନେଇ ରାଗରେ ଖପ୍ପା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଶହ ଶହ ମିସାଇଲ ଆକ୍ରମଣକୁ ନେଇ ସେ ବି ଆଶ୍ଚର୍ଯ୍ୟ । ଯେମିତି ଅନୁମେୟ ହେଉଥିଲା, ନେତାନ୍ୟାହୁଙ୍କୁ ତାଙ୍କ ପଶ୍ଚିମ ସଂରକ୍ଷକ ଉପରେ ଗଭୀର ବିଶ୍ବାସ ଥିଲା । ଇସ୍ରାଏଲକୁ ଉସକାଇବା ପାଇଁ ଇରାନ ଓ ଆମେରିକା ଏପରି କିଛି ନକରିପାରନ୍ତି । ସାମ୍ନାକୁ ଆସିଥିବା ରିପୋର୍ଟ ମୁତାବକ, ଯୁଦ୍ଧରେ ବିରାମ ଲଗାଇବା ପାଇଁ ହସନ ନସରହଲ୍ଲା ଇସ୍ରାଏଲ ସହ ଚୁକ୍ତି କରିବାକୁ ରାଜି ଥିଲେ । ଏମିତିକି ଏହାକୁ ମଧ୍ୟ ବିରୋଧ କରୁନଥିଲା ଇରାନ । ଏମିତି ମଧ୍ୟ ଲାଗୁଛି ଆମେରିକା ଓ ଇସ୍ରାଏଲ ଏହି ହତ୍ୟାରେ ସାମିଲ ଥିଲେ । ଏହାପରେ ଇସ୍ରାଏଲକୁ ଧମକ ଦେଇଥିଲା ଇରାନ । ଇରାନ କହିଥିଲା ଯଦି ଇସ୍ରାଏଲ, ଇରାନର ତୈଳଭଣ୍ଡାର, ଗ୍ୟାସ ରିଫାଇନାରିକୁ ଟାର୍ଗେଟ କରେ ତାହାଲେ ବାହାରିନ, ଇରାକ, କୁଏତରେ ଥିବା ଅସୁରିକ୍ଷିତ ରିଫାଇନାରୀକୁ ଛାଡିବ ନାହିଁ । କଣ ଆମେରିକା ଓ ଇସ୍ରାଏଲ ଏପରି କରିପାରନ୍ତି । ଇରାନୀୟ ଏହା ବି ଦାବି କରିଛନ୍ତି କି, ପୂର୍ବ ଅପେକ୍ଷା ଆଗକୁ ଇସ୍ରାଏଲକୁ ଅଧିକ ମିସାଇଲ ପଠାଇବ ଆମେରିକା ।

କିଛି କାରଣ ପାଇଁ ଇସ୍ରାଏଲର ସୈନ୍ୟ ମାନେ ଆକ୍ରମଣକୁ ବଢାଇବା ପାଇଁ ଉତ୍ସାହିତ ଅଛନ୍ତି । ସେମାନେ କେବଳ ଗାଜା ଉପରେ ଆକ୍ରମଣ କରିନାହାନ୍ତି ବଂର ଲେବନାନକୁ ସୈନ୍ୟ ମଧ୍ୟ ପଠାଇଛନ୍ତି । ରଣନୀତି ଅନୁସାରେ, ଯେତେବେଳେ ବି ଇସ୍ରାଏଲ ଯୁଦ୍ଧକୁ ଯାଏ ଅଧିକ ଜାଗା ଉପରେ କବ୍ଜା କରିନିଏ । ତାହାର ଏପରି ଆକ୍ରମଣ ସାମ୍ରାଜ୍ୟବାଦୀ ବିଜୟର ମଧ୍ୟ ଗନ୍ଧ ବାରି ହୋଇପଡୁଛି । କଣ ଇସ୍ରାଏଲକୁ ନିଜର F-35 ଓ ଷ୍ଟିଲ୍ଥ ବମର୍‌କୁ ରିଫାଇନାରି ଓ ପରମାଣୁ ସୁବିଧା ଗୁଡିକୁ ନଷ୍ଟ କରିପାରେ ରୋକାଯାଇପାରିବ । ଇରାନ ପୂର୍ବରୁ ଅଭିଯୋଗ କରିଛି କି, ଏସବୁ ପରମାଣୁ ବୋମା ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଉଛି ।

ୟୁକେ ଓ ଫ୍ରାନ୍ସ ଭଳି ଦେଶ ଇସ୍ରାଏଲ ଓ ଆମେରିକା ସହ ମିଶି ଯୁଦ୍ଧ ପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି । ସେମାନେ ତେଲ ଅଭିଭକୁ ଇରାନ ବିରୋଧରେ ଆକ୍ରମଣ କରିବାକୁ ଅଟକାଇଛନ୍ତି । କିନ୍ତୁ ଆମେରିକା ନୂଆ ରାଷ୍ଟ୍ରପତି ହେବା ଯାଏଁ ଯୁଦ୍ଧ ଅଟକିବାର ସମ୍ଭାବନା ନାହିଁ । ଯଦି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହୁଏନ୍ତି ତେବେ ୟୁକ୍ରେନ ସହ ମଧ୍ୟପୂର୍ବରେ ଯୁଦ୍ଧର ପରିସମାପ୍ତି ଘଟିପାରେ । ଡେମୋକ୍ରାଟିକ ଯଦି ଫେରେ ତେବେ ହିଂସା ଆହୁରି ବଢିପାରେ । ଯେପରି ପୂର୍ବରୁ କୁହାଯାଇଛି, ଇସ୍ରାଏଲ ଓ ଋଷକୁ ପୁରୁଣା ପୋଥିକୁ ଟାଣିପାରେ । ଯଦି ଋଷ ଯୁଦ୍ଧରେ ସାମିଲ ହୋଇଯାଏ ତେବେ ଆମେ କଳ୍ପନା କରିପାରିବାନି କଣ ହେବ । କିଛି ଲୋକେ ତୃତୀୟ ବିଶ୍ବଯୁଦ୍ଧର ଭବିଷ୍ୟବାଣୀ କରୁଛନ୍ତି । କଣ ଏହି ଟକ୍କର ତୃତୀୟ ବିଶ୍ବଯୁଦ୍ଧକୁ ନିମନ୍ତ୍ରଣ କରିବ କି ? ସେପଟେ ଏମିତି ତି ଆଲୋଚନା ସାମ୍ନାକୁ ଆସୁଛି କି, ଯେଉଁମାନେ ତୈଳ ନେଇ ଡିଲ କରୁଛନ୍ତି ସେମାନେ କହୁଛନ୍ତି ଇସ୍ରାଏଲ ଓ ଇରାନ ମଧ୍ୟରେ କୌଣସି ଯୁଦ୍ଧ ହେବନାହିଁ । ଯୁଦ୍ଧ ଆଶଙ୍କାରେ ବି ତୈଳ ଦର ବଢୁନାହିଁ ବଂର ହ୍ରାସ ପାଉଛି ।

ଏହା ମଧ୍ୟ ପଢନ୍ତୁ:

ଇସ୍ରାଏଲ ଉପରେ ଇରାନ ଆକ୍ରମଣ, ପଶ୍ଚିମ ଏସିଆ ଆକାଶରେ ଯୁଦ୍ଧର କଳାବାଦଲ

ଜଣଙ୍କୁ ନିପାତ କଲା ଇସ୍ରାଏଲ, ଜନ୍ମ ନେଲେ ଶହ ଶହ ନସରହ୍ଲା !

‘ ବିଶ୍ବରେ ଆତଙ୍କବାଦର ସ୍ଥାନ ନାହିଁ ’ ନେତାନ୍ୟାହୁଙ୍କୁ ଫୋନ କଲେ ମୋଦି

ଇସ୍ରାଏଲ ଉପରେ ଇରାନର ବଡ ଆକ୍ରମଣ, ଭାରତୀୟ ଦୂତାବାସ ଜାରି କଲା ଆଡଭାଇଜରୀ

ଏହା ଲେଖକଙ୍କ ନିଜସ୍ବ ମତ....

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.