ବିପଦରେ ବାଉଁଶ କାରିଗରୀ, ରୋଜଗାର ଚିନ୍ତାରେ କାରିଗର - ଅନୁଗୋଳର ବାଉଁଶ କାରିଗର
🎬 Watch Now: Feature Video

ସମୟ ଥିଲା ଦୈନନ୍ଦିନ ବ୍ୟବହାରରେ ଏକ ଜରୁରୀ ଅଂଶ ଥିଲା ବାଉଁଶ ସାମଗ୍ରୀ । କେବଳ ଗାଁ ନୁହେଁ ସହରରେ ଖୋଜା ପଡୁଥିଲା ବାଉଁଶ କୁଲା, ପାଛିଆ, ବିଞ୍ଚଣା ଓ ଡାଲା । ହେଲେ ସମୟ ବଦଳିବା ସହ ବଦଳିବାରେ ଲାଗିଛି ବାଉଁଶ ତିଆରି ସାମଗ୍ରୀ ବ୍ୟବହାରର ପରିଭାଷା । ପ୍ଲାଷ୍ଟିକ ସାମଗ୍ରୀର ବହୁଳ ବ୍ୟବହାର ସତେ ଯେମିତି ବାଉଁଶ କାରିଗରଙ୍କ ରୋଜଗାରର ବାଟ ଓଗାଳୁଛି । ଫଳରେ ଏବେ ନିଜ କୌଳିକ ବୃତ୍ତି ବଞ୍ଚାଇବାକୁ ଯାଇ ଚିନ୍ତାରେ ବାଉଁଶ କାରିଗର । ଦେଖନ୍ତୁ ଏହି ରିପୋର୍ଟ-