କଷ୍ଟରେ ବାଉଁଶ କାରିଗର, ବିପଦରେ ପେଟପାଟଣା - ବାଉଁଶ କାରିଗରୀ
🎬 Watch Now: Feature Video

ବରଗଡ: ବର୍ତ୍ତମାନ ସମୟ ବଦଳିବା ସହ ମଣିଷର ଜୀବନ ଜୀବିକା ମଧ୍ୟ ବଦଳିବାକୁ ଲାଗିଛି । ହେଲେ ଆଜିବି ଅନେକ ପରିବାର ସେମାନଙ୍କର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାପାଇଁ ଅଭାବ ଅନଟନ ସତ୍ତ୍ବେ ସଂଘର୍ଷ ଜାରି ରଖିଛନ୍ତି । ଏପରି କିଛି ଦେଖିବାକୁ ମିଳିଛି ବରଗଡ ଜିଲ୍ଲାର ବାଉଁଶ କାରୀଗରଙ୍କ କ୍ଷେତ୍ରରେ ।