ପହଣ୍ଡି ବେଳେ ମୁହଁରେ ସେବାୟତ ଭିଡ଼ିବେ ଆସାମ ଗାମୁଛା - ପହଣ୍ଡି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7577142-thumbnail-3x2-puri.jpg)
ପୁରୀ: ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ଅୟୋଜନ ନେଇ ଆଶା ରହିଛି। ଯଦି ରଥଯାତ୍ରା ଅୟୋଜନ ହୁଏ ତେବେ ସେବାୟତ ମାନେ ମାସ୍କ ପିନ୍ଧିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ତେବେ ପହଣ୍ଡିରେ ନିୟୋଜିତ ଦଇତାପତି ସେବାୟତ ମାନେ ମାସ୍କ ବଦଳରେ ମୁହଁରେ ଭିଡ଼ିବେ ଆସାମୀ ଗାମୁଛା।