ପ୍ରଗତି ପଥରେ ମହିଳା, ପେପର୍ କରୁଛି ସ୍ବାବଲମ୍ବୀ - women earned money from paper machete
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5296126-thumbnail-3x2-paper.jpg)
#ଭଲଖବର: ଆଉ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ହୋଇରହିନାହିଁ ନାରୀ । ଘର କାମ କରିବା ସହ ନିଜ ବଳକା ସମୟରେ ଅନ୍ୟ କାର୍ଯ୍ୟକରି ନିଜେ ନିଜକୁ ସ୍ବାବଲମ୍ବୀ କରିପାରୁଛନ୍ତି । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଆନନ୍ଦପୁର ଚଉମୁହିଁ କଲୋନୀର ମହିଳା ।