ବାଲେଶ୍ଵରରେ 'ଅମ୍ଫାନ' ପ୍ରଭାବ: ବଢୁଛି ବର୍ଷା ଓ ପବନ - ବାଲେଶ୍ଵରରେ ଅମ୍ଫାନର ପ୍ରଭାବ
🎬 Watch Now: Feature Video
ବାଲେଶ୍ଵର: ଜିଲ୍ଲାରେ 'ଅମ୍ଫାନ'ର ପ୍ରଭାବ ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ତଳିଆ ଅଞ୍ଚଳରୁ 34,134 ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ବାଲେଶ୍ୱରରେ ପବନର ବେଗ 70 ରୁ 80 କିମି ପ୍ରତି ଘଣ୍ଟା ରହିଥିବା ବେଳେ 52 ମିଲି ବର୍ଷା ରେକର୍ଡ କରାଯାଇଛି।
ବାଲେଶ୍ବରରୁ ଜୀବନ ଜ୍ଯୋତି ନାୟକ, ଇଟିଭି ଭାରତ