ଅମ୍ଫାନ ପ୍ରଭାବରେ ତଟବର୍ତ୍ତି ଅଞ୍ଚଳରେ ଜୋରଦାର ବର୍ଷା ଆରମ୍ଭ
🎬 Watch Now: Feature Video
ଜଗତସିଂହପୁର: ବାତ୍ୟା ଅମ୍ଫାନ ଉପକୂଳ ଆଡକୁ ଧିରେ ଧିରେ ବଢିବାରେ ଲାଗିଛି । ଏହାର ପ୍ରଭାବରେ ଓଡିଶାରେ ଜୋରଦାର ବର୍ଷା ଆରମ୍ଭ ହୋଇଯାଇଛି । ଅମ୍ଫାନରେ ଓଡିଶାର ଉପକୂଳ ଅଞ୍ଚଳ ବାଲିକୁଦା ବ୍ଲକରେ ପବନ ସାଙ୍ଗକୁ ଜୋରଦାର ବର୍ଷା ହେବାରେ ଲାଗିଛି । 1999ରେ ମହାବାତ୍ୟାରେ ଏହି ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଇଥିଲା । ଏହାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ତଳିଆ ଓ କଚ୍ଚା ଘରେ ରହୁଥିବା ପ୍ରାୟ 700 ଲୋକଙ୍କୁ ସ୍ଥାନନ୍ତରଣ କରିଛନ୍ତି । ଏହାକୁ ନେଇ ଗ୍ରାଉଣ୍ଡ ଜିରୋରୁ ଅଧିକ ତଥ୍ୟ ପ୍ରଦାନ କରୁଛନ୍ତି ଆମ ପ୍ରତନିଧି ।
ଜଗତସିଂହପୁରରୁ ପ୍ରଭୂକଲ୍ୟାଣ ପାଲ, ଇଟିଭି ଭାରତ