ଫନି ଗଲାପରେ ଜେନରେଟର ସାହା, ଘଣ୍ଟାକୁ ଚାର୍ଜ 2ରୁ 4 ହଜାର ଟଙ୍କା - ଭୁବନେଶ୍ବର
🎬 Watch Now: Feature Video
ଭୁବନେଶ୍ବର: ଫନି ପରେ ବଢିଛି ଜେନେରେଟର ଚାହିଦା । ପାଣି ଉଠାଇବାକୁ ଘଣ୍ଟାକୁ 2ରୁ 4 ହଜାର ଟଙ୍କା ଗଣୁଛନ୍ତି
ରାଜଧାନୀବାସୀ । ଭୁବନେଶ୍ବର ନ ମିଳିଲେ ଆଖପାଖ ଅଞ୍ଚଳରୁ ଭଡାରେ ଆଣି ଜେନେରେଟର ଲଗାଯାଉଛନ୍ତି । ଆଉ ଯାହାର ଜେନେରେଟର ଖରାପ ତାକୁ ଠିକ କରିବାକୁ ମେକାନିକ ପାଖରେ ଲମ୍ବା ଧାଡି ।
Last Updated : May 6, 2019, 7:51 PM IST