ବାଣୀବିହାରରେ ଗୋଷ୍ଠୀ ସଂଘର୍ଷ: ‘ବିଶୃଙ୍ଖଳାକାରୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ’ - ଭୁବନେଶ୍ବର
🎬 Watch Now: Feature Video
ଭୁବନେଶ୍ବର: ବାଣୀବିହାର ଗୋଷ୍ଠୀ ସଂଘର୍ଷକୁ ନେଇ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି । ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପକ୍ଷେ ରି-ଆଡ଼ମିଶନ ଫି' ଛାଡ଼କୁ ନେଇ ମଧ୍ୟ ଆଲୋଚନା ହେଉଛି ବୋଲି ସେ କହିଛନ୍ତି । ଏହାସହ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଭେଟିଲେ ବାଣୀବିହାର ଭିସି । ଦାବିକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶୃତି ଦେଇଛନ୍ତି ।