ସର୍ବସମ୍ମତି କ୍ରମେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ: ବାଚସ୍ପତି

By

Published : Apr 4, 2021, 8:07 PM IST

Updated : Apr 4, 2021, 8:53 PM IST

thumbnail
ଭୁବନେଶ୍ବର: ଗୃହରେ ବାଚସ୍ପତିଙ୍କ ଉପରକୁ ବିଜେପି ବିଧାୟକଙ୍କ ଚପଲ ଫିଙ୍ଗା ଘଟଣାରେ କାର୍ଯ୍ୟାନୁଷ୍ଠାନ ଘଟଣାର ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ । ଯାହା ଘଟିଛି ସର୍ବ ସମ୍ମତିକ୍ରମେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ, ସରକାରୀ ଦଳର ମୁଖ୍ୟ ସଚେତକ, ବିରୋଧୀ ଦଳ ନେତା ଓ କଂଗ୍ରେସ ଦଳ ନେତାଙ୍କୁ ଡାକି ବିଧାନସଭାରେ ଭିଡିଓ ଦେଖାଯାଇଥିଲା । ଏହା ପରେ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇ କାର୍ଯ୍ୟାନୁଷ୍ଠାନ ହୋଇଛି । ବିଧାନସଭାରେ ବିଧି ବିଧାନ ବିଧେୟକ ଆଣିବା ପାଇଁ ଆଲୋଚନା ହୋଇଥାଏ । ଏଥିରେ ତ୍ରୁଟି ହେଲେ କାର୍ଯ୍ୟାନୁଷ୍ଠାନ ହୁଏ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ
Last Updated : Apr 4, 2021, 8:53 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.