ଗ୍ରାମବାସୀଙ୍କ ସତର୍କଘଣ୍ଟି: ସାବଧାନ ! ମୁଁ କୋରୋନା, ବିଦେଶରୁ ଆସିଛି - anugul people for awareness of coronavirus

🎬 Watch Now: Feature Video

thumbnail

By

Published : Apr 12, 2020, 7:05 PM IST

ଅନୁଗୋଳ: କୋରୋନାକୁ ନେଇ ସାରା ବିଶ୍ବ ଚିନ୍ତାରେ ଥିବାବେଳେ ସଚେତନତାକୁ ନେଇ ଲୋକେ ଆପଣାଉଛନ୍ତି ନୂଆ ନୂଆ ଉପାୟ । ଅନୁଗୋଳ ଜିଲ୍ଲାରୁ ଏଭଳି କିଛି ଚିତ୍ର ଏବେ ସମ୍ନାକୁ ଆସିଛି । ଜିଲ୍ଲାର ବନ୍ତଳା ଅଞ୍ଚଳର ପୋକତୁଙ୍ଗା ଗାଁ ଯୁବଗୋଷ୍ଠୀ କୋରୋନା ଭାଇରସର ଏକ କୁଶ ପୁତ୍ତଳିକା ତିଆରି କରିଛନ୍ତି। ଆଉ ଯେଉଁଥିରେ ଲେଖାହୋଇଛି "ମୁଁ କରୋନା । ବିଦେଶରୁ ଆସିଛି। ସାବଧାନ! ଘରେ ରୁହ। ବାହାରକୁ ବାହାରିଲେ ତୁମ ଓ ତୁମ ପରିବାର ପାଇଁ ବିପଦ"। ଏ ହେଉଛି ଆଜିର ପରିସ୍ଥିତିରେ ସମସ୍ତଙ୍କ ପାଇଁ ସତର୍କଘଣ୍ଟି। ଗ୍ରାମବାସୀଙ୍କ ଏଭଳି ଅଭିନବ ପ୍ରୟାସକୁ ଅଧିକାଂଶଠାରେ ପ୍ରଶଂସା କରାଯାଉଛି । ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.