ମୋଦିଙ୍କ ‘ଲୋକାଲ ଫର ଭୋକାଲ’ ଆହ୍ବାନରେ ଅନୁପ୍ରାଣିତ ଅଧ୍ୟାପିକା ସଙ୍ଗୀତା

By

Published : Jul 9, 2020, 5:49 PM IST

Updated : Jul 15, 2020, 8:04 PM IST

thumbnail
ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’ ଏବଂ ‘ଆତ୍ମନିର୍ଭର ଭାରତ’ ଦ୍ବାରା ଅନୁପ୍ରାଣୀତ ହୋଇଛନ୍ତି ନବରଙ୍ଗପୁରର ଜଣେ ଅର୍ଥନୀତି ଅଧ୍ୟାପିକା ସଙ୍ଗୀତା । ସେ ଏକ ଘରୋଇ ମହାବିଦ୍ୟାଳୟରେ ଦୀର୍ଘ 5ବର୍ଷ ଧରି ଶିକ୍ଷଦାନ କରିବା ସହ କିଛିଦିନ ହେବ ଚକୋଲେଟ୍‌ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ସଙ୍ଗୀତା ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ମାନଙ୍କୁ ଆତ୍ମନିର୍ଭର କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।
Last Updated : Jul 15, 2020, 8:04 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.