କଲବଲ କରୁଛି କିଡନୀ ରୋଗ, ମିଟି ମାଗୁଛି ସହାୟତା - କଲବଲ କରୁଛି କିଡନୀ ରୋଗ
🎬 Watch Now: Feature Video

ଖୋର୍ଦ୍ଧା: ଜନ୍ମରୁ ଯନ୍ତ୍ରଣା । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଭଙ୍ଗା ପଲିଥିନ ତଳେ ଜୀବନ ବିତୁଥିବାବେଳେ, କିଡନୀ ରୋଗରେ କଲବଲ ମିଟି । ପିଲାଟିବେଳୁ ଗୋଟିଏ କିଡନୀ ହରେଇଥିଲେ, ବର୍ତ୍ତମାନ ଅନ୍ୟଟି ଖରାପ ହେବା ଉପରେ । ଆଉ ଏପରି ସ୍ଥଳରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ କନ୍ତଳବାଇ ନୂଆସାହିର 21 ବର୍ଷୀୟ ମିଟିଙ୍କୁ ଲୋଡା ସରକାରୀ ସହୟତା ।