କୋରାପୁଟରେ 61ତମ ପୋଲିସ ଶହୀଦ ଦିବସ ପାଳିତ - kpt sahid divasa
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9260951-thumbnail-3x2-gg.jpg)
କୋରାପୁଟ: ଆଜି ହେଉଛି ଶହୀଦ ଦିବସ । ଏନେଇ ଜିଲ୍ଲା ପୋଲିସ ପ୍ୟାରେଡ ପଡିଆରେ 61ତମ ପୋଲିସ ଶହୀଦ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ନିକଟ ଅତୀତରେ ଭାରତ ବର୍ଷରେ ବିଭିନ୍ନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଯାଇ ଶହୀଦ ହୋଇଥିବା 261ଜଣ ପୋଲିସ ଜବାନଙ୍କ ନାଁ ପଠନ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।