thumbnail

100 ମିଟର ପୋଲ ପାଇଁ କଲବଲ 500 ଲୋକ

By

Published : Nov 22, 2019, 3:34 PM IST

ଗଜପତି: କେଇ ଖଣ୍ଡ କାଠ ଉପରେ ଝୁଲୁଛି ଜୀବନ । କାଠ ଭାଙ୍ଗିଲେ ସିଧା ମରଣ ଗାତରେ ।   ପିଲାଠୁ ବୁଢା ଏପରିକି ଗର୍ଭବତୀ ପ୍ରସବ ବି ଏଇ ଭଙ୍ଗା ଦଦରା କାଠ ପୋଲ ଉପରେ ଯାଆସ କରୁଛନ୍ତି । ଦିନରେ ତ କିପରି  ଚଳିଯାଉଛି ହେଲେ ରାତିର ଅନ୍ଧାରରେ ସ୍ଥିତି ସଙ୍ଗୀନ । ଏଭଳି  ପ୍ରତିଦିନ ମୃତ୍ୟୁ ସହ ସଂଗ୍ରାମ କରୁଛି ଗଜପତି ଜିଲ୍ଲା  ରାୟଗଡ ବ୍ଲକ ସାନତୁଣ୍ଡି ପଞ୍ଚାୟତର ସନ୍ଧି ଗାଁ । କେବଳ ଏହି ଗାଁ ନୁହେଁ  ବଡବାଡ, ଉପର ଅଁଳାବର,ଚେରୁସାହି ଆଦି 5ଟି ଗାଁର 500 ଲୋକଙ୍କ ଭରସା ଏହି ଅସ୍ଥାୟୀ କାଠ ପୋଲ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.