thumbnail

By

Published : Mar 25, 2020, 12:01 AM IST

ETV Bharat / Videos

ଲକ୍‌ଡାଉନ ନିୟମ ଉଲଙ୍ଘନ କରି ଫସିଲେ ୩୬ ଜଣ ଖିଲାପକାରୀ

କଟକ: ଲକଡାଉନ ନିୟମ ଉଲଙ୍ଘନ କରି ଆଇନ ଶିଙ୍କୁଳି ଫସିଯାଇଛନ୍ତି ୩୬ ଜଣ ଖିଲାପକାରୀ । କଟକ ଗ୍ରାମାଞ୍ଚଳର ବିଭିନ୍ନ ଥାନାରେ ମଙ୍ଗଳବାର ୧୬ଟି ମକଦ୍ଦମା ରୁଜୁ କରାଯାଇଛି । ଏଥିସହ ସମସ୍ତ ୩୬ ଜଣ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.