ଆଶ୍ରୟସ୍ଥଳୀ ଆସିବାକୁ ଅମଙ୍ଗ ଜଳବନ୍ଦୀ ୩୦ ପରିବାର - ଜଳବନ୍ଦୀ ୩୦ ପରିବାର
🎬 Watch Now: Feature Video
ବାତ୍ୟା ୟସ କରାଳ ରୂପ କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖାଇବା ଆରମ୍ଭ କରିଛି । ଆଜି ଦିନ ତମାମ ଲଗାଣ ବର୍ଷା ଓ ତୀବ୍ର ପବନରେ ଭୟଭୀତ ହୋଇଛନ୍ତି ରାଜନଗର ସମୁଦ୍ରକୂଳରେ ବାସ କରୁଥିବା ଲୋକେ । ଅଧିକ ପଢନ୍ତୁ...