ହାରିଗଲା ଜୁନିୟର ଭାରତ: ଲୁହ ରୋକିପାରିଲେନି ସୁଶାନ୍ତଙ୍କ ବନ୍ଧୁ - 19ବର୍ଷରୁ କମ ବିଶ୍ବକପ
🎬 Watch Now: Feature Video

19ବର୍ଷରୁ କମ ବିଶ୍ବକପରେ ହାରିଗଲା ଜୁନିୟର ଟିମ ଇଣ୍ଡିଆ। 5ମଥର ବିଶ୍ବକପ ଚମ୍ପିଆନ ହେବାର ସ୍ୱପ୍ନ ଭାଙ୍ଗିଗଲା ପ୍ରିୟମ ବାହିନୀର। କାମଦେଲାନି ଯଶସ୍ୱୀଙ୍କ ଜଲୱା। ଯଥେଷ୍ଟ ହେଲାନି ସୁଶାନ୍ତଙ୍କ ଶାଣିତ ବୋଲିଂ। ଭାଙ୍ଗିଗଲା ରବି ବିଷ୍ଣୋଇଙ୍କ ଦମ୍ଭ। କାମ ଦେଲାନି ଅଥର୍ବଙ୍କ ଆକ୍ରମଣ। ମ୍ୟାଚ ଶେଷ ପରେ ଲୁହ ରୋକିପାରିଲେନି ସୁଶାନ୍ତଙ୍କ ସାଙ୍ଗ । ଶକ୍ତିଶାଳୀ ଭାରତର ପରାଜୟକୁ ବିଶ୍ୱାସ କରି ପାରୁନାହାଁନ୍ତି ସୁଶାନ୍ତ ମିଶ୍ରଙ୍କ ବାପା। ଦେଖନ୍ତୁ ଭିଡିଓ...