ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟ, ପନ୍ତଙ୍କ ଘରେ ଉତ୍ସବର ମାହୋଲ - ଦେଶରେ ଉତ୍ସାହର ମାହୋଲ
🎬 Watch Now: Feature Video

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଦମଦାର ବିଜୟ ନେଇ ପୁରା ଦେଶରେ ଉତ୍ସାହର ମାହୋଲ । ବିଜୟର ମୁକୁଟ ଯୁବ କ୍ରିକେଟର ଋଷଭ ପନ୍ତଙ୍କୁ ମିଳିଛି । ପନ୍ତଙ୍କ ଉତ୍ତରାଖଣ୍ଡ ସ୍ଥିତ ଢେଣ୍ଡରାରେ ମଧ୍ୟ ଉତ୍ସବର ମାହୋଲ । ପଡୋଶୀ ପନ୍ତ ଭବିଷ୍ୟତରେ ଭାରତୀୟ ଟିମକ କ୍ୟାପଟେନ ହୁଅନ୍ତୁ । ଦେଖନ୍ତୁ...