ଆଇପିଏଲ ସମର: ଦୁବାଇରେ ଦୁଇ କଙ୍ଗାରୁ କିଙ୍ଗ୍ସଙ୍କ ମଧ୍ୟରେ ଲଢେଇ - MATCH PREVIEW
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9275018-thumbnail-3x2-acbac.jpg)
ଦୁବାଇ: ଦୁବାଇ ଗ୍ରାଉଣ୍ଡରେ ପ୍ଲେ-ଅଫ ଆଶା ପାଇଁ ଲଢିବେ ସନରାଇଜର୍ସ ହାଇଦ୍ରାବାଦ ବନାମ ରାଜସ୍ଥାନ ରୟାଲ୍ସ । ଲଢେଇ ହେବ ଦୁଇ କଙ୍ଗାରୁ କିଙ୍ଗ୍ସଙ୍କ ମଧ୍ୟରେ । ଦୁଇ ଅଷ୍ଟ୍ରେଲିଆନ ଷ୍ଟିଭ ସ୍ମିଥ ଓ ଡେଭିଡ ୱାର୍ଣ୍ଣରଙ୍କ ମଧ୍ୟରେ । ତେବେ ଉଭୟ ଦଳ ପାଇଁ ଏହି ମ୍ୟାଚ ଡୁ ଅର ଡାଇ ହୋଇଛି । ଆଉ ଗୋଟିଏ ପରାଜୟ କୌଣସି ଦଳକୁ ଟୁର୍ଣ୍ଣାମେଣ୍ଟରର ବାହାର ରାସ୍ତା ଦେଖାଇ ଦେବ ।