ଆଇପିଏଲ ସମର: ମୁମ୍ବାଇ-ଦିଲ୍ଲୀ ମ୍ୟାଚର ରେକର୍ଡ ଗଣତି - MI VS DC
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9139206-thumbnail-3x2-acasc.jpg)
ଦୁବାଇ: ସୁପର ସନ ଡେ' ରେ ସୁପର ଲଢେଇ । ଡବଲ ହେଡର ଦ୍ବିତୀୟ ମ୍ୟାଚରେ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ହେବ ଟକ୍କର । ମୁମ୍ବାଇର ପେସ ଆଟାକ ଓ ଦବଙ୍ଗ ଦିଲ୍ଲୀର ପାୱାର ହିଟିଂ ମଧ୍ୟରେ ଦେଖିବାକୁ ମିଳିବ ମହାମୁକାବିଲା । ରୋହିତ ଶର୍ମାଙ୍କ ନେତୃତ୍ବାଧିନ ମୁମ୍ବାଇ ଇଣ୍ଡିଆନ୍ସ ଓ ଶ୍ରେୟସ ଆୟରଙ୍କ ୟଙ୍ଗ ବ୍ରିଗେଡିୟର ଦିଲ୍ଲୀ କ୍ୟାପିଟାଲ୍ସ ହେବେ ମୁହାଁମୁହିଁ ।