ଆଇପିଏଲ ସମର: ଦୁବାଇରେ ମିଳିବ କି ଆଜି ପ୍ରଥମ କ୍ୟାଲିଫାୟର ?

By

Published : Oct 27, 2020, 7:35 PM IST

thumbnail

ଦୁବାଇ: ଦୁବାଇ ଇଣ୍ଟନ୍ୟାସନାଲ ଷ୍ଟାଡିୟମରେ ଆଜି ଆଇପିଏଲର 47ତମ ମ୍ୟାଚ । ଟେକ୍‌ନିକାଲ୍ଲି ପ୍ଲେ-ଅଫ ଆଶା ରଖିଥିବା ହାଇଦ୍ରାବାଦ ପାଇଁ ଆଜି ମ୍ୟାଚ ଡୁ-ଅର-ଡାଇ ମ୍ୟାଚ ହୋଇଛି । ସେପଟେ 14 ପଏଣ୍ଟ ପାଇଥିବା ଦିଲ୍ଲୀ ପାଇଁ ପ୍ଲେ-ଅଫ ରେସ୍‌ର ଦୂରତା ମାତ୍ର ଦୁଇ ପଏଣ୍ଟ ରହିଛି । ତେଣୁ ଆଜି ମ୍ୟାଚର ଟିକି ନିକି ଅପଡେଟକୁ ନେଇ ଆମର ଏହି ସ୍ବତନ୍ତ୍ର ଉପସ୍ଥାପନା ‘ଆଇପିଏଲ ସମର’ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.