EXCLUSIVE: ଘରୋଇ କ୍ରିକେଟରେ 28ଟି ଓ୍ବିକେଟ ହାତେଇଥିବା ସିଦ୍ଧାର୍ଥଙ୍କ ସହ ସାକ୍ଷାତକାର

By

Published : Mar 5, 2021, 2:20 PM IST

thumbnail
ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମ ଓ ଆଇପିଏଲର ସନରାଇଜର୍ସ ହାଇଦ୍ରାବାଦର ଫାଷ୍ଟ ବୋଲର ସିଦ୍ଧାର୍ଥ କୌଲଙ୍କ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର । ସିର୍ଦ୍ଧାର୍ଥ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ 14-14 ଓ୍ବିକେଟ ହାତେଇଛନ୍ତି । ତେବେ ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର.. ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.