କୋରୋନା ପରେ ସ୍ବାଭାବିକ ହେବ ବ୍ୟାଡମିଣ୍ଟନ: ସାଇ ପ୍ରଣୀତ - ସାଇ ପ୍ରଣୀତ
🎬 Watch Now: Feature Video
ହାଇଦ୍ରାବାଦ: ପ୍ରକାଶ ପାଦୁକୋନଙ୍କ ପରେ BWF ବିMdy ଚମ୍ପିଆନସିପରେ ପଦକ ଜିତିଥିବା ଦେଶର ଏକମାତ୍ର ପୁରୁଷ ବ୍ୟାଡମିଣ୍ଟନ ଖେଳାଳି ଏସି ଇଣ୍ଡିଆ ସଟଲର ବି ସାଇ ପ୍ରଣୀତ ଇଟିଭି ଭାରତକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଆଗାମୀ ଅଲମ୍ପିକରେ ଭାରତର ପ୍ରଦର୍ଶନ ଓ କୋରୋନା ପରେ ବ୍ୟାଡମିଣ୍ଟନର ଭାଗ୍ୟ ବିଷୟରେ ବର୍ଣ୍ଣାନା କରିଛନ୍ତି ।