Tokyo Paralympics: ଭିଡିଓ ସେୟାର କରି ଧନ୍ୟବାଦ ଦେଲେ ଦେବେନ୍ଦ୍ର - ଧନ୍ୟବାଦ ଦେଲେ ଦେବେନ୍ଦ୍ର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-12918599-thumbnail-3x2-debendra.jpg)
ଟୋକିଓ ପାରାଲମ୍ପିକ୍ସରେ ରୌପ୍ୟ ପଦକ ହାସଲ କରି ଭାରତକୁ ଗୌରବାନ୍ବିତ କରାଇଛନ୍ତି ଦେବେନ୍ଦ୍ର ଝାଝଡ଼ିଆ । ପଦକ ହାସଲ କରିବା ପରେ ସଭିଁଙ୍କୁ ଧନ୍ୟବାଦ ଦେଇଛନ୍ତି ଦେବେନ୍ଦ୍ର । ୧୩୦ କୋଟି ଦେଶବାସୀଙ୍କ ଶୁଭକାମନା ଯୋଗୁଁ ଏସବୁ ସମ୍ଭବ ହୋଇପାରିଛି ବୋଲି ସେ ଭିଡିଓ ସେୟାର କରି କହିଛନ୍ତି ।