ଆଇପିଏଲ ମହାସମର: ଡବଲହେଡର ମୁକାବିଲା - MI VS RR
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-11579869-thumbnail-3x2-wc.jpg)
କଟକ: ଆଇପିଏଲରେ ଗୁରବାର ଦୁଇଟି ଗୁରୁତ୍ବପୂର୍ଣ୍ଣ ମୁକାବିଲା ରହିଛି । ମୁମ୍ବାଇ ଓ ରାଜସ୍ଥାନ ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଉଛି, ଅନ୍ୟପଟେ କୋଲକତା ଓ ଦିଲୀ ମଧ୍ୟରେ ଦ୍ବିତୀୟ ମୁକାବିଲା ଖେଳାଯିବ । ବିଜୟ ସହ ପଏଣ୍ଟ ଟେବଲର ଉପରକୁ ଉଠିବାକୁ ସବୁ ଟିମ୍ଙ୍କ ଲକ୍ଷ୍ୟ । ତେବେ ଟସ୍ କେତେ ହେବ ନିର୍ଣ୍ଣାୟକ ? ସଫଳ ହେବ କି ଲକ୍ଷ୍ୟ ପିଛା କରିବା ରଣନୀତି ? ପ୍ରତିକ୍ରିୟା ରଖିଛନ୍ତି କ୍ରିକେଟ ସମୀକ୍ଷକ ପବନ ଅଗ୍ରୱାଲ ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ