ଚନ୍ଦନଙ୍କ ସହ ଚର୍ଚ୍ଚା, ଜନ୍ମଦିନରେ କହିଲେ ଫିଟନେସର ରାଜ୍ - chandan kar transformation

🎬 Watch Now: Feature Video

thumbnail

By

Published : Sep 16, 2020, 7:23 AM IST

Updated : Sep 16, 2020, 7:33 AM IST

ଆଜି (16 ସେପ୍ଟେମ୍ବର) 40 ବର୍ଷରେ ପାଦ ଦେଇଛନ୍ତି ଓଲିଉଡ ବାବୁ ତଥା ଅଭିନେତା ଚନ୍ଦନ କର । 2006ରେ ଫିଲ୍ମ ‘ବାବୁ ଆଇ ଲଭ ୟୁ’ ଜରିଆରେ ଫିଲ୍ମ ଦୁନିଆକୁ ଏଣ୍ଟ୍ରି ମାରିଥିଲେ ଚନ୍ଦନ । ଜନ୍ମଦିନ ଅବସରରେ ଇଟିଭି ଭାରତ ସହ ସାକ୍ଷାତକାର ଦେଇ ଚନ୍ଦନ ବଖାଣିଛନ୍ତି ଦୀର୍ଘ 13 ବର୍ଷର ଅନେକ ସଫଳତା, ବିଫଳତା ଓ ବାଦ ବିବାଦ ଭରା ସ୍ମୃତିକୁ । ଖାଲି ସେତିକି ନୁହେଁ ଚନ୍ଦନ ଏବେ ନିଜ ଫିଗରକୁ ନେଇ ବି ବେଶ୍ ଚର୍ଚ୍ଚାରେ ଥିବାରୁ ଫ୍ୟାନ୍ସଙ୍କୁ କହିଛନ୍ତି ତାଙ୍କ ଡାଏଟ ଓ ୱାର୍କଆଉଟ ସିକ୍ରେଟ । ଚାଲନ୍ତୁ ଜାଣିବା କଣ କହୁଛନ୍ତି ଚନ୍ଦନ...
Last Updated : Sep 16, 2020, 7:33 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.