ସୋନୁଙ୍କ ଘର ବାହାରେ ଫ୍ୟାନ୍ସଙ୍କ ଭିଡ - ସୋନୁ ସୁଦଙ୍କ ଘର ବାହାରେ ଫ୍ୟାନ୍ସଙ୍କ ଭିଡ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-12044086-727-12044086-1623043834777.jpg)
ମୁମ୍ବାଇ: ଗତ ବର୍ଷରୁ କୋରୋନା କାଳରେ ସମସ୍ତଙ୍କ ଦେବଦୂତ ସାଜି ସେବା କରିଆସୁଛନ୍ତି ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦ । ଚଳିତ ବର୍ଷ ମଧ୍ୟ ସେ ନିଜର ଏହି କାର୍ଯ୍ୟ ଜାରି ରଖିଛନ୍ତି । ତାଙ୍କ ଏହି ମହାନ କାର୍ଯ୍ୟ ପାଇଁ ସବୁ ମହଲରେ ତାଙ୍କର ବେଶ୍ ପ୍ରଶଂସା ହେଉଛି । ସେହିପରି ତାଙ୍କର ଗୋଟିଏ ଝଲକ ଦେଖିବା ପାଇଁ ତାଙ୍କ ଘର ବାହାରେ ଜମୁଛି ଫ୍ୟାନ୍ସଙ୍କ ଭିଡ ।