thumbnail

ପରଦାରେ ଫିଲ୍ମ ଦେଖିବାର ମଜା ନିଆରା କହିଲେ କୁନାଲ

By

Published : Mar 26, 2021, 7:45 PM IST

ମୁମ୍ବାଇ: ବଲିଉଡ ଅଭିନେତା କୁନାଲ କପୁର ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'କୋଇ ଜାନେ ନା' ର ରିଲିଜକୁ ଅପେକ୍ଷା କରିଛନ୍ତି । ଏହି ସମୟରେ ସେ କହିଛନ୍ତି ଯେ, OTT ଏକ ମହାନ ପ୍ଲାଟଫର୍ମ କିନ୍ତୁ ବଡ ପରଦାରେ ଚଳଚ୍ଚିତ୍ରଗୁଡିକୁ ଦେଖିବାର ମଜା ହିଁ ନିଆରା । 'କୋଇ ଜାନେ ନା' ଅମିନ ହାଜିଙ୍କ ନିର୍ଦ୍ଦେଶିତ ଏକ ଥ୍ରୀଲର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.