ଡ୍ୟାନ୍ସ କରି ଫ୍ୟାନ୍ସଙ୍କୁ ଘରେ ରହିବାକୁ କହିଲେ ନୋରା, ଭିଡିଓ ଭାଇରାଲ - ଡ୍ୟାନ୍ସ କରି ଫ୍ୟାନ୍ସଙ୍କୁ ଘରେ ରହିବାକୁ କହିଲେ ନୋରା

🎬 Watch Now: Feature Video

thumbnail

By

Published : May 25, 2021, 10:20 PM IST

ସୋସିଆଲ ମିଡିଆରେ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି ବହୁତ ଆକ୍ଟିଭ । ତାଙ୍କର ଫ୍ୟାନ ଫଲୋଇଂ ମଧ୍ୟ ଜବରଦସ୍ତ । ସେ ସର୍ବଦା ତାଙ୍କର ଛୁଟିଦିନର ଫଟୋ, ଡ୍ୟାନ୍ସ ଭିଡିଓ ଏବଂ ମ୍ୟୁଜିକ୍ ଭିଡିଓ ସେୟାର କରି ନିଜ ପ୍ରଶଂସକଙ୍କ ମନୋରଞ୍ଜନ କରିଥାନ୍ତି । ନିକଟରେ ନୋରା ଇନଷ୍ଟାଗ୍ରାମରେ ତାଙ୍କର ହୁକ୍ ଷ୍ଟେପ୍ ଚ୍ୟାଲେଞ୍ଜ ଡ୍ୟାନ୍ସ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କୋରିଓଗ୍ରାଫର ରଜିତ ଦେବଙ୍କ ସହ ନାଚୁଥିବାର ନଜର ଆସିଛନ୍ତି । ଭିଡିଓ ସେୟାର କରି କ୍ୟାପସନରେ ନୋରା ଫ୍ୟାନ୍ସଙ୍କୁ 'ଘରେ ଆକ୍ଟିଭ ରହିବାକୁ' ଅନୁରୋଧ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.