ମୌନୀଙ୍କର ଗ୍ଲାମରସ୍ ଫଟୋରେ ଫିଦା ଫ୍ୟାନ୍ସ

By

Published : Apr 17, 2021, 7:56 PM IST

thumbnail
ଟିଭିରୁ ନେଇ ବଲିଉଡରେ ଚହଳ ସୃଷ୍ଟି କରିଥିବା ମୌନୀ ରୟ ଯେବେ ମଧ୍ୟ ନିଜର କୌଣସି ଫଟୋ ପୋଷ୍ଟ କରନ୍ତି, ତେବେ ତାହା ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଦିଏ । ଏଥର ମଧ୍ୟ ଏମିତି ଦେଖିବାକୁ ମିଳୁଛି । କାରଣ ସୋସିଆଲ ମିଡିଆରେ ଘୁରି ବୁଲୁଛି ତାଙ୍କ ଗ୍ଲାମରସ୍ ଫଟୋ । ନିକଟରେ ମୌନୀ ନିଜର କିଛି ଗ୍ଲାମରସ୍ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଏକ କଳା ରଙ୍ଗର ଟପ୍ ସହ ମିନି ସ୍କର୍ଟ ପିନ୍ଧିଛନ୍ତି । ଏବେ ମୌନୀଙ୍କର ଏହି ଫଟୋକୁ ଫ୍ୟାନ୍ସ ବହୁତ ପସନ୍ଦ କରନ୍ତି । ଦେଖନ୍ତୁ ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.