thumbnail

By

Published : May 12, 2021, 4:22 PM IST

ETV Bharat / Videos

'ଇଣ୍ଟରନ୍ୟାସନାଲ ନର୍ସ ଡେ'ରେ ଦେଶର ନର୍ସଙ୍କୁ ସଲାମ କଲେ ଅଭିଷେକ

ମୁମ୍ବାଇ: କୋରୋନା ଭାଇରସର ଦ୍ବିତୀୟ ଲହରରେ ସମଗ୍ର ଦେଶ ଅସ୍ତବ୍ୟସ୍ତ । ଏଭଳି କଠିନ ସମୟରେ ଅନେକ ତାରକା ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ସୁରକ୍ଷିତ ରହିବା ପାଇଁ ବାର୍ତ୍ତା ପଠାଉଛନ୍ତି । ସେହିପରି ଜୁନିଅର ବଚ୍ଚନ ଅଭିଷେକ ଏହି ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଟ୍ବିଟରରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, କୋଭିଡ -19 ସହିତ ଲଢିବା ପାଇଁ ନର୍ସମାନଙ୍କ 'ଅକ୍ଲାନ୍ତ ପରିଶ୍ରମ'କୁ ଦେଖି ମୁଁ ସେମାନଙ୍କୁ ସାଲ୍ୟୁଟ କରୁଛି । ନର୍ସମାନେ ରୋଗୀଙ୍କୁ ସୁରକ୍ଷା ଦେବା ପାଇଁ ନିଜ ଜୀବନକୁ ବିପଦରେ ପକାଇ ମାନବିକତାକୁ ଶୀର୍ଷରେ ରଖିଛନ୍ତି । ସେମାନଙ୍କର ଏପରି କାମ ଦେଖି ଆମେ ସବୁବେଳେ ଆପଣଙ୍କ ନିକଟରେ ଋଣୀ ରହିବୁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.