ଫ୍ୟାଟରୁ ଫିଟ୍ ଫରଦିନ, ଦେଖନ୍ତୁ ନୂଆ ଲୁକ୍ - ଫ୍ୟାଟରୁ ଫିଟ୍ ଫରଦିନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-11127349-1025-11127349-1616500953124.jpg)
ମୁମ୍ବାଇ: ବହୁଦିନ ଧରି ଲାଇମଲାଇଟଠାରୁ ଦୂରରେ ରହିଥିବା ବଲିଉଡ ଅଭିନେତା ଫରଦିନ ଖାନ ଏବେ ପୁଣି ଥରେ କ୍ୟାମେରା ସାମ୍ନାକୁ ଆସିଛନ୍ତି । ଏଥର କିନ୍ତୁ ତାଙ୍କର ସଂପୂର୍ଣ୍ଣ ନୂଆ ଲୁକ୍ ଦେଖିବାକୁ ମିଳିଛି । ଫରଦିନ ଖାନ ରବିବାର ଦିନ ମୁମ୍ବାଇର ଏକ ସେଲୁନ ବାହାରେ ନଜର ଆସିଛନ୍ତି । ଯେଉଁଠାରେ ତାଙ୍କ ନୂଆ ଲୁକ୍ କୁ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଦେଖନ୍ତୁ ଭିଡିଓ...