ଜାହ୍ନବୀ-ରାଜକୁମାରଙ୍କ ‘ରୁହି’କୁ ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା - ଜାହ୍ନବୀ କପୁରଙ୍କ ଫିଲ୍ମ ରୁହି

🎬 Watch Now: Feature Video

thumbnail

By

Published : Mar 12, 2021, 11:27 AM IST

ମୁମ୍ବାଇ: ଶିବରାତ୍ରି ଅବସରରେ ରିଲିଜ ହୋଇଯାଇଛି ରାଜକୁମାର ରାଓ ଓ ଜାହ୍ନବୀ କପୁରଙ୍କ ହରର, କମେଡି ‘ରୁହି’ । ଲକଡାଉନ ପରେ ଏବର୍ଷର ଦ୍ବିତୀୟ ଫିଲ୍ମ ରୂପେ ହଲରେ ରିଲିଜ ହୋଇଛି ‘ରୁହି’ । ଯେଉଁଥିରେ ରାଜକୁମାର ବାହୁରି ଭୂମିକାରେ ଅଭିନୟ କରୁଥିବା ବେଳେ ଅଭିନେତା ବରୁଣ ଶର୍ମା କଟାନି ଭୂମିକାରେ ନଜର ଆସୁଛନ୍ତି । ମୁଖ୍ୟକଥା ହେଲା ଯେ ଫିଲ୍ମରେ ଡାହୁଣୀ ଭୂମିକାରେ ଜାହ୍ନବୀଙ୍କୁ ଦେଖିବାକୁ ମିଳୁଛି । ସେପଟେ ଫିଲ୍ମ ଦେଖିବା ପରେ ଦର୍ଶକ ନିଜ ନିଜ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । କିଛି ଦର୍ଶକଙ୍କ ଫିଲ୍ମକୁ ନଂ 1 କହୁଥିବା ବେଳେ ଆଉ କିଛି ଦର୍ଶକଙ୍କ ଅନୁଯାୟୀ ‘ସ୍ତ୍ରୀ’ ଫିଲ୍ମକୁ ପୁଣିଥରେ କପି କରିବାକୁ ଚେଷ୍ଟା କରାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.