ହଲରେ ଫିଲ୍ମ ରିଲିଜକୁ ନେଇ ଏମିତି କହିଲେ ‘ରୁହି’ ଷ୍ଟାରକାଷ୍ଟ - ରୁହି ରିଲିଜ ନ୍ୟୁଜ

🎬 Watch Now: Feature Video

thumbnail

By

Published : Mar 10, 2021, 11:50 AM IST

ମୁମ୍ବାଇ: ନିର୍ଦ୍ଦେଶକ ହାର୍ଦ୍ଧିକ ମେହତାଙ୍କ ଆଗାମୀ ହରର କମେଡି ଫିଲ୍ମ ‘ରୁହି’ରେ ନଜର ଆସିବେ ରାଜକୁମାର ରାଓ, ଜାହ୍ନବୀ କପୁର ଓ ବରୁଣ ଶର୍ମା । ଆସନ୍ତା କାଲି ତଥା ଗୁରୁବାର ସିନେମାହଲରେ ରିଲିଜ ହେବାକୁ ଯାଉଛି ଫିଲ୍ମ । ହେଲେ ଦର୍ଶକଙ୍କୁ ମନୋରଞ୍ଜନ କରିବା ଆରମ୍ଭ କରି ଦେଇଛନ୍ତି ଷ୍ଟାରକାଷ୍ଟ । ରିଲିଜ ପୂର୍ବରୁ ଏକ ଇଭେଣ୍ଟରେ ଯୋଗ ଦେଇଥିଲେ ସମସ୍ତେ । ଆଉ ମିଡିଆରେ ରାଜକୁମାର, ଜାହ୍ନୀବ ଫିଲ୍ମ ବିଷୟରେ ସେୟାର କରିବା ସହ ଲକଡାଉନ ପରେ ସିନେମାହଲରେ ଫିଲ୍ମ ରିଲିଜ ହେବା ଅନୁଭୂତି ବିଷୟରେ ଆଲୋଚନା କରିଥିଲେ । କାରଣ ଏବର୍ଷର ପ୍ରଥମ ଫିଲ୍ମ ରୂପେ ସିନେମାହଲରେ ରିଲିଜ ହେବ ‘ରୁହି’ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.