'ଜଣେ ରାମ ଭକ୍ତ କେବେ ମିଛ କହେ ନାହିଁ'

By

Published : May 19, 2021, 5:58 PM IST

thumbnail
ନିକଟରେ ବଲିଉଡ କୁଇନ ତଥା ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିଲା । ଯାହାର ସୂଚନା ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଜଣାଇଥିଲେ । ସେ ଇନଷ୍ଟାଗ୍ରାମରେ ଏହା ସହ ଜଡିତ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ । ଯାହାକୁ ନେଇ ଅନେକ ୟୁଜର୍ସ ତାଙ୍କୁ କୋଭିଡ ନେଗେଟିଭ ରିପୋର୍ଟର ପ୍ରମାଣ ମାଗିଥିଲେ । ଯାହା ପରେ ବର୍ତ୍ତମାନ କଙ୍ଗନା ତାଙ୍କ ରିପୋର୍ଟର ଫଟୋ କ୍ଲିକ୍ କରି ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରି ୟୁଜର୍ସଙ୍କୁ କଡା ଜବାବ ଦେଇଛନ୍ତି । ରିପୋର୍ଟ ସେୟାର କରି କଙ୍ଗନା ଲେଖିଛନ୍ତି, ଯେଉଁମାନେ ମୋର ରିପୋର୍ଟ ମାଗୁଥିଲ, ଦେଖ ମୋର ଏହି ରିପୋର୍ଟ ... ଜଣେ ରାମ ଭକ୍ତ କେବେ ମିଛ କହେ ନାହିଁ ... 'ଜୟ ଶ୍ରୀ ରାମ'।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.