କେନ୍ଦୁଝର ଓ ମୟୂରଭଞ୍ଜରେ ଭୋଟ ଗଣତି ଆରମ୍ଭ - କେନ୍ଦୁଝରରେ ଭୋଟ ଗଣତି ଆରମ୍ଭ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14573464-thumbnail-3x2-pcc.jpg)
କେନ୍ଦୁଝର: ତ୍ରିସ୍ତରୀୟପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟଗଣତି କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୨୯୫ବୁଥରେ ମତଦାନ ହୋଇଥିବା ୧୩ ଜିଲ୍ଲାପରିଷଦ , ୧୦୨ ସରପଞ୍ଚ ଓ ସମିତିସଭ୍ୟ ଏବଂ ୧୨୯୫ ୱାର୍ଡ ସଭ୍ୟ ପଦ ପାଇଁ ଆଜି ଫଳାଫଳ ଘୋଷଣା ହେବ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର ଓ ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ
Last Updated : Feb 3, 2023, 8:17 PM IST