ସାଲେପୁର ୪୪ ନମ୍ବର ଜୋନରେ ଚାଲିଛି ଜୋରଦାର ପ୍ରଚାର-ପ୍ରସାର - କଟକ ପଞ୍ଚାୟତ ନିର୍ବାଚନ ଖବର
🎬 Watch Now: Feature Video

କଟକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କମ୍ପୁଛି ପ୍ରଚାର । କଟକ ସାଲେପୁର ବ୍ଲକରେ ଆସନ୍ତା ୨୨ ରେ ହେବ ନିର୍ବାଚନ । ହାତରେ ଆଉ ମାତ୍ର କମ ସମୟ ଥିବାରୁ ଚାଲିଛି ଜୋରଦାର ପ୍ରଚାର-ପ୍ରସାର । ନିଜେ ବିଧାୟକ, ପ୍ରାର୍ଥୀମାନଙ୍କୁ ନେଇ ପ୍ରଚାର କରୁଛନ୍ତି । ଘର ଘର ବୁଲି ପାର୍ଥୀଙ୍କ ସପକ୍ଷରେ ଭୋଟ ଦେବାପାଇଁ ନିବେଦନ କରୁଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Feb 3, 2023, 8:12 PM IST