Panchayat Polls: କମ୍ପୁଛି ପୋଲସରା, ପ୍ରଚାର ମୈଦାନରେ ବିଧାୟକ - ପୋଲସରାରେ ପଞ୍ଚାୟତ ନିର୍ବାଚନ
🎬 Watch Now: Feature Video
ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନକୁ ନେଇ ଗଞ୍ଜାମ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ସରଗରମ ରାଜନୀତି । ନିର୍ବାଚନ ଆସନକୁ ଅକ୍ତିଆର କରିବା ପାଇଁ ରାଜନୈତିକ ଦଳ ମଧ୍ୟରେ ହେଭିୱେଟ ଟକ୍କର ଦେଖିବାକୁ ମିଳିଛି । ଗଞ୍ଜାମର ପୋଲସରା ନିର୍ବାଚନ ମଣ୍ଡଳୀର ୩୮ ନମ୍ବର ଜୋନରେ ଶାସକ ଦଳର ପ୍ରାର୍ଥୀ ଅଶୋକ କୁମାର ବିଷୋୟୀଙ୍କ ସହ ନିଜେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ । ପ୍ରାର୍ଥୀ ଅଶୋକ କୁମାର ବିଷୋୟୀଙ୍କ ସମେତ ସ୍ଥାନୀୟ ଚିରିକିପଡା ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟା ପ୍ରାର୍ଥୀଙ୍କ ସହ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
Last Updated : Feb 3, 2023, 8:11 PM IST