ପରିବାରରେ ଚାଲିଥିଲା ଉତ୍ସବ, ଚାଲୁ ଚାଲୁ ଟଳିପଡିଲେ ଯୁବତୀ

By

Published : Nov 26, 2022, 2:12 PM IST

Updated : Feb 3, 2023, 8:33 PM IST

thumbnail
ବେଙ୍ଗାଲୁରୁ: ଚାଲିଥିଲା ପାରିବାରିକ କାର୍ଯ୍ୟକ୍ରମ । ଭିନ୍ନ ଅଙ୍ଗଭଙ୍ଗୀ ସାଙ୍ଗକୁ ଚାଲିଥିଲା ନାଚ । ଭରପୁର ମଜା ନେଉଥିଲେ ଲୋକେ । ହେଲେ ହଠାତ୍‌ ଯାହା ଘଟିଲା ଯାହା ନିଜ ଆଖିରେ ନଦେଖିଲେ ବିଶ୍ବାସ କରିହେବନି । 23ବର୍ଷୀୟ ଯୁବତୀଟି ନିମିଷକ ମାତ୍ରେ କିପରି ସ୍ଥାଣୁ ପାଲଟିଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ଯୁବତୀ ଜଣକ ଚାଲୁ ଚାଲୁ ଟଳିପଡ଼ିଥିବା ବେଳେ ତାଙ୍କର ପ୍ରାଣବାୟୁ ମଧ୍ୟ ଉଡ଼ିଯାଇଛି । କର୍ଣ୍ଣାଟକର ଉଡୁପିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯୁବତୀ ଜଣକ ହୃଦଘାତରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.