ଫୁଲୁଛି ଦୟା ନଦୀ, ପାଣ୍ଡିଆବିଲି ସ୍କୁଲରେ ପଶିଲା ପାଣି - ପାଣ୍ଡିଆବିଲି ସ୍କୁଲରେ ପଶିଲା ପାଣି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-16110789-thumbnail-3x2-khd.jpg)
ଖୋର୍ଦ୍ଧା : ଲଘୁଚାପ ଜନିତ ଲଗାଣ ବର୍ଷାରେ ନୟାନ୍ତ ରାଜ୍ୟ । ହୀରାକୁଦର ଗେଟ ଖୋଲାଯିବା ପରେ ବଢୁଛି ବିଭିନ୍ନ ନଦୀର ଜଳସ୍ତର । ଫଳରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟ ଦେଇ ଯାଇଥିବା ଦୟା, ରାଜୁଆ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । ପାଣ୍ଡିଆବିଲିର ପ୍ରାଥମିକ ବିଦ୍ୟାଳୟ ମଧ୍ୟ ବନ୍ୟାପାଣି ଘରରେ ରହିଛି ।
ଇଟିଭି ଭାରତ, ଖୋର୍ଦ୍ଧା
Last Updated : Feb 3, 2023, 8:26 PM IST