thumbnail

By

Published : Dec 6, 2022, 9:10 PM IST

Updated : Feb 3, 2023, 8:35 PM IST

ETV Bharat / Videos

ସଫଳ କିଡନୀ ପ୍ରତିରୋପଣ ପରେ ଆସିଲା ଲାଲୁଙ୍କ ପ୍ରଥମ ଭିଡିଓ, ଦେଖନ୍ତୁ ଭିଡିଓ

ହାଇଦ୍ରାବାଦ: ସିଙ୍ଗାପୁରରେ ସଫଳ କିଡନୀ ପ୍ରତିରୋପଣ ପରେ ଆଜି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ପ୍ରଥମ ଭିଡିଓ ସାମ୍ନାକୁ ଆସିଛି (Video OF Lalu Yadav)। ଯେଉଁଥିରେ ଲାଲୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛନ୍ତି । ଲାଲୁ କହିଛନ୍ତି " ଆପଣ ସମସ୍ତେ ପ୍ରାର୍ଥନା କରିଛନ୍ତି, ମୁଁ ଭଲ ଅନୁଭବ କରୁଛନ୍ତି "। ଦେଖନ୍ତୁ ହସ୍ପିଟାଲ ବେଡରୁ ଲାଲୁଙ୍କ ଧନ୍ୟବାଦ ବାର୍ତ୍ତା ।
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.