Lok Sabha: କୋରାପୁଟ ସେଣ୍ଟ୍ରାଲ ୟୁନିଭର୍ସିଟିର ଯାହା ହେବା କଥା ହୋଇପାରି ନାହିଁ: କେନ୍ଦ୍ର ଶିକ୍ଷାମନ୍ତ୍ରୀ - ଲୋକସଭା ଖବର
🎬 Watch Now: Feature Video

ନୂଆଦିଲ୍ଲୀ: କୋରାପୁଟ ସେଣ୍ଟ୍ରାଲ ୟୁନିଭର୍ସିଟିରେ କେତେଟି ପଦବୀ ଖାଲି ପଡିଛି । କେଉଁ କେଉଁ ପଦବୀ ଖାଲିପଡିଛି । କେବେ ସୁଦ୍ଧା ପୂରଣ ହେବ । ଆଜି ଲୋକସଭା ପ୍ରଶ୍ନକାଳରେ ଏସମ୍ପର୍କିତ ପ୍ରଶ୍ନ ପଚାରି ମନ୍ତ୍ରୀଙ୍କ ଠାରୁ ଉତ୍ତର ମାଗିଥିଲେ ଯାଜପୁର ଲୋକସଭା ସାଂସଦ ଶର୍ମିଷ୍ଠା ସେଠୀ । ଉତ୍ତରରେ କେନ୍ଦ୍ରମନ୍ତ୍ରୀ କଣ କହୁଛନ୍ତି ଦେଖନ୍ତୁ ।
Last Updated : Feb 3, 2023, 8:35 PM IST