thumbnail

By

Published : Dec 21, 2022, 10:50 AM IST

Updated : Feb 3, 2023, 8:36 PM IST

ETV Bharat / Videos

ବାଇକକୁ ପଛପଟୁ ଧକ୍କା ଦେଲା ହାଇୱା, ମଦ୍ୟପ ଡ୍ରାଇଭରଙ୍କୁ ସ୍ଥାନୀୟ ଲୋକଙ୍କ ନିସ୍ତୁକ ମାଡ

ଭଦ୍ରକ: ସହର ବନ୍ତ ଛକ ନିକଟରେ ସଡକ ଦୁର୍ଘଟଣା । ବାଇକକୁ ପଛପଟୁ ଧକ୍କା ଦେଲା ହାଇଓ୍ବା । ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ଜଣେ ସ୍କୁଲ ଛାତ୍ରୀ ଆହତ ହୋଇଛନ୍ତି । ତେବେ ମଦ୍ୟପାନ କରି ଦୁର୍ଘଟଣା ଘଟାଇ ଥିବା ହାଇୱା ଗାଡି ଡ୍ରାଇଭରକୁ ନିସ୍ତୁକ ଛେଚିଲେ ସ୍ଥାନୀୟ ଲୋକେ। ଖବର ପାଇ ପିସିଆର ଗାଡି ପହଞ୍ଚି ଲୋକଙ୍କ ନିକଟରୁ ଡ୍ରାଇଭରଙ୍କୁ ଉଦ୍ଧାର କରିବା ସହ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ।
Last Updated : Feb 3, 2023, 8:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.